ହେଡଲାଇନସ୍:

ଏଏଫସି ମହିଳା ଫୁଟବଲ ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ପ୍ୟାରୀ ଏବଂ ମନୀଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

photo from @sports_odisha

ଭୁବନେଶ୍ୱର : ଜାନୁୟାରୀ ୨୦ରୁ ଆରମ୍ଭ ହେଉଥିବା ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍ ଦଳରେ ଓଡିଶାର ପ୍ୟାରୀ ଏକ୍ସା ଏବଂ ମନୀଷା ପାନ୍ନା ସ୍ଥାନ ପାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାରୀ ଏବଂ ମନୀଷାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶାବ୍ୟକ୍ତ କରି ଶୁଭକାମନା ଜଣାଇଛନ୍ତି |

0
0
0
s2sdefault