ହେଡଲାଇନସ୍:

ଭାରତୀୟ ମହିଳା ହକି ଦଳ ଲଣ୍ଡନରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-07-18-london.jpg - 28.98 kB 

ସୁଶାନ୍ତ  ବେହେରା : ବିଶ୍ୱକପ ମହିଳା ହକି ଦଳ ଲଣ୍ଡନରେ ପହଁଚିଲେ।ରଣୀ ରାମପଲ କଂର ନେତୃତ୍ୱରେ ଅଠର ଜଣିଆ ମଜବୁତ ଦଳ ଲଣ୍ଡନରେ ପହଞ୍ଚି ନିଜର ଫିଟନେସ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ସେଠା କାର ପାଣିପାଗ ସହିତ ଖାପ ଖୁଆଇବା ପାଇଁ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟ ପେୟ ପ୍ରତି ଯତ୍ନବାନ ହୋଇଛନ୍ତି।

 

0
0
0
s2sdefault