ହେଡଲାଇନସ୍:

ସାଧୁ ହାତ ଛାଡ଼ିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ବରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନମିଳିବାରୁ ଶ୍ରୀ ନେପାକ ଆଜି ନିଜ ସମର୍ଥକ ମାନଙ୍କର ସହିତ ଦଳ ତ୍ୟାଗ କରିବାର ସୂଚନା ଦେଇଛନ୍ତି । ଯାହାକି ଆଗାମୀ ଦିନରେ କଂଗ୍ରେସ ପାଇଁ ଘାତକ ହେବ । ଶ୍ରୀ ନେପାକ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବହୁ ସମର୍ଥକ ରହିଛନ୍ତି ଯାହାକି ଆଗାମୀ ଦିନରେ କଂଗ୍ରେସ ବିରୋଧ ରେ ଯିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ଗତ କାଲି ବିଜେଡ଼ି ର ତାଲିକା ପ୍ରକାଶ ପାଇବା ପରେ ବିଜେପୁର କଂଗ୍ରେସର ଜଣେ ଅଶାଇ ପ୍ରାର୍ଥୀ କୁଆଡେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହି ସାରିଛନ୍ତି । ବୋଧହୁଏ ଏହି କାରଣ ପାଇଁ କଂଗ୍ରେସ ବିଜେପୁର ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ ।

0
0
0
s2sdefault