ହେଡଲାଇନସ୍:

କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ  ତାଲିକା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଭୁୁବନେଶ୍ୱର: ସୋମବାର  ବିକୁ ଜନତା ଦଳ ତାହାର ପ୍ରଥମ ପରୱାଡା ପ୍ରାର୍ଥୀତାଲିକା ଜାରି କରିଥିବା ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ କାରି କରିଛି ପ୍ରଥମ ପର୍ଯ୍ୟାୟ ତାଲିକା   । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଥିବା ନା ଗୁଡିକ ହେଲା ଲୋକସଭା ପାଇଁ ବରଗଡ଼-  ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼- ଜର୍ଜ ତିର୍କୀ, କଳାହାଣ୍ଡି- ଭକ୍ତଚରଣ ଦାସ, ନବରଙ୍ଗପୁର- ପ୍ରଦୀପ ମାଝୀ, କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ,  ଓ ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ |

ସେହିପରି ବିଧାନସଭା ପ୍ରାର୍ଥୀ ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ପଦ୍ମପୁର- ସତ୍ୟଭୂଷଣ ସାହୁ,ବରଗଡ଼- ନିପନ୍ ଦାସ. ଅତାବିରା- ନିହାର ମହାନନ୍ଦ, ବୀରମିତ୍ରପୁର- ରୋହିତ ଯୋଶେଫ୍ ତିର୍କୀ, ରାଜଗାଙ୍ଗପୁର- ଡ. ସି.ଏସ୍.ରାଜନ୍, ବୀରମହାରାଜପୁର- ବିନୋଦ କୁମାର ପାତ୍ର, ବଲାଙ୍ଗୀର- ନରସିଂହ ମିଶ୍ର, ନୂଆପଡ଼ା- ଘାସିରାମ ମାଝୀ, ଖରିଆର- ଅଧିରାଜ ପାଣିଗ୍ରାହୀ, ଝରିଗ୍ରାମ- ଉଧାର ମାଝୀ, ନବରଙ୍ଗପୁର- ସଦନ ନାଏକ, ଡାବୁଗାଁ- ଭୂଜବଳ ମାଝୀ, ଲାଞ୍ଜିଗଡ଼- ଶିବାଜୀ ମାଝୀ, ଧର୍ମଗଡ଼- ଦିଗମ୍ବର ଦୁରିଆ,ବାଲିଗୁଡ଼ା- ସିମନ୍ ମଲ୍ଲିକ, ଫୁଲବାଣୀ- କିଶୋର ଚନ୍ଦ୍ର କଅଁର, କଣ୍ଟାମାଳ- ପ୍ରଶାନ୍ତ ସାହୁ, ଦଶପଲ୍ଲା- ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା- ହରିଚରଣ ସ୍ୱାଇଁ, କବିସୂର୍ଯ୍ୟନଗର- ବିଜୟ କୁମାର ସାହୁ, ଆସ୍କା- ମନୋଜ କୁମାର ଜେନା, ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା,ହିଞ୍ଜିଳି- ରାମକୃଷ୍ଣ ପଣ୍ଡା, ଗୋପାଳପୁର- ଏସ୍.ଧାମରାଜ ରେଡ୍ଡି, ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡି- ବିସ୍ମୟ ମହାପାତ୍ର, ଚିକିଟି- ସୁବାସ ଚନ୍ଦ୍ର ରାଉତ, ମୋହନା- ଦାଶରଥୀ ଗମାଙ୍ଗ, ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ, ବିଷମ କଟକ- ନୀଳମାଧବ ହିକୋକା, ଜୟପୁର- ତାରାପ୍ରସାଦ ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ୍, ପଟାଙ୍ଗୀ- ରାମଚନ୍ଦ୍ର କାଡାମ୍, ମାଲକାନଗିରି- ମାଲା ମାଢ଼ୀ ଓ  ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ |

0
0
0
s2sdefault