ହେଡଲାଇନସ୍:

ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ିବେ ନବୀନ : ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

bhubaneswar: ଆମେ ପୂର୍ବାନୁମାନ କରିଥିଲୁ | ତିନୋଟି ଆସନ ଦେଇଥିଲୁ ମୁଖ୍ୟମନ୍ତ୍ରୀ ଲଚିବେ ବୋଲି ରେଡାଖୋଲ , ବିଜେପୁର ଓ ରାଉରକେଲା | ତାହା ସତ୍ୟ ହୋଇଛି | ଆଜି ମୁଖ୍ୟ ମନ୍ତ୍ରୀ ବିଜୁ ଜନତା ଦଳ ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।   ରାଜ୍ୟସଭା ସଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।  ଘୋଷିତ ୯ଟି ଆସନରୁ ୮ଟିରେ ନୂତନ ପ୍ରାର୍ଥୀ ଦିଆଯାଇଛି।

ନବରଙ୍ଗପୁର ଲୋକସଭା ଆସନରୁ ଲଢ଼ିବେ ରମେଶ ମାଝୀ. ଲଢ଼ିବାକୁ ଯାଉଥିବା ବେଳେ  କଳାହାଣ୍ଡି ଲୋକସଭା ଆସନରୁ ଲଢ଼ିବେ ପୁଷ୍ପେନ୍ଦ୍ର ସିଂଦେଓ, ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିବେ ଚନ୍ଦ୍ରଶେଖର ସାହୁ,  ଆସିକା ଲୋକସଭା ଆସନରୁ ଲଢ଼ିବେ ପ୍ରମିଳା ବିଷୋୟୀ, କୋରାପୁଟ ଲୋକସଭା ଆସନରୁ ଲଢ଼ିବେ କୌଶଲ୍ୟା ହିକକା . ସୁନ୍ଦରଗଡରୁ  ସୁନିତା ବିଶ୍ୱାଳ, ବଲାଙ୍ଗିର ଲୋକସଭା ଆସନରୁ ଲଢ଼ିବେ କଳିକେଶ ନାରାୟଣ ସିଂଦେଓ, ବରଗଡ଼ ଲୋକସଭା ଆସନରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ | 

ସେହିପରି ବିଧାନସଭା ପ୍ରାର୍ଥୀ ତାଲିକା ମଧ୍ୟ ଏହି ପ୍ରକାର | ନୂଆପଡା - ରାଜେନ୍ଦ୍ର ଢ଼ୋଲକିଆ , ଖରିଆରରୁ ଲମ୍ବୋଦର ନିଆଲ, ଆସ୍କା- ମଂଜୁଳା ସ୍ୱାଇଁ ,ସୋରଡା- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ଧର୍ମଗଡ- ମହୌଷଧି ବାଗ ,ଭବାନୀପାଟଣା - ଦୁଷ୍ମନ୍ତ ନାଏକ ,ଛତ୍ରପୁର –ସୁବାସ ଚନ୍ଦ୍ର ବେହେରା ,ବ୍ରହ୍ମପୁର- ବିକ୍ରମ ପଣ୍ଡା ,ଚିକିଟି- ଉଷା ଦେବୀ,  ବିଷମକଟକ- ଜଗନ୍ନାଥ ସାରକା ,ଝାରସୁଗୁଡା- ନବ ଦାସ , ଭଟଲିରୁ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ପଦ୍ମପୁରରୁ ବିଜୟ ରଞ୍ଜନ ସିଂହ ବରିହା,  ଅତାବିରା –ସ୍ନେହାଙ୍ଗିନୀ ଛୁରିଆ ,ପୋଲସରା- ଶ୍ରୀକାନ୍ତ ,ସାନଖେମୁଣ୍ଡି- ନନ୍ଦିନୀ ଦେବୀ ,କବିସୂର୍ଯ୍ୟନଗର- ଲତିକା ପ୍ରଧାନ ,ପଦ୍ମପୁର- ବିଜୟ ରଂଜନ ସିଂହ ବରିହା ,ଝାରସୁଗୁଡା- ନବକିଶୋର ଦାସ ,ରାଉରକେଲା– ସାରଦା ନାୟକ ,ବୀରମହାରାଜପୁର- ପଦ୍ମନାଭ ବେହେରା,ଭଂଜନଗର – ବିକ୍ରମ କେଶରୀ ଆରୁଖ,  ବାଲିଗୁଡ଼ାରୁ ଚକ୍ରଧର କହଁର, ଜି ଉଦୟଗିରିରୁ ସାଲୁଙ୍ଗା ପ୍ରଧାନ, ସୁନ୍ଦରଗଡ଼ରୁ ଯୋଗେଶ ସିଂ, ରାଜଗାଙ୍ଗପୁରରୁ ମଙ୍ଗଳା କିସାନ, ରଘୁନାଥ ପଲ୍ଲୀ, ସୁବ୍ରତ ତରାଇ, ବଣାଇ-ରଂଜିତ କିସାନ , ତଲସରାରୁ ଷ୍ଟିଫେନ ସୋରେନ, ଗୁଣୁପୁର-ରଘୁନାଥ ଗମାଙ୍ଗ, କୋଟପାଡ-ପଦ୍ମିନୀ ଦିଆ, ନର୍ଲା-ଭୂପିନ୍ଦର ସିଂହ, ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର, ଡାବୁଗାଁ- ମନୋହର ରାନ୍ଧାରୀ, ଉମରକୋଟ୍ –ସୁବାସ ଗଣ୍ଡ, ଜୟପୁର- ରବି ନାରାୟଣ ନନ୍ଦ, ଲକ୍ଷ୍ମୀପୁର-ପ୍ରଭୁ ଜାନୀ,  କୋରାପୁଟ-ରଘୁରାମ ପଡାଲ, ରାୟଗଡା- ଲାଲବିହାରୀ ହିମିରିକା ଦଳୀୟ ପ୍ରାର୍ଥୀ ହେବେ | 

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୫୪ ଟି ବିଧାନସଭା ଆସନ ଲାଗି ଏପ୍ରିଲ୍‌ ୧୧ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ। ଆଜିଠାରୁ ଅର୍ଥାତ ମାର୍ଚ ୧୮ ତାରିଖରୁ ମାର୍ଚ ୨୫ ତାରିଖ ଯାଏଁ ଏହି ଆସନଗୁଡ଼ିକ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିବ।

 

 

0
0
0
s2sdefault