ହେଡଲାଇନସ୍:

ବିଜେପି କୁ ଟାଟା କଲେ ଜିଲ୍ଲା ସମ୍ପାଦିକା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପି ସମ୍ପାଦିକା ଶ୍ରୀମତି ସଂଜୁଲତା ଶତପଥୀ ନିଜ ପଦ ଓ ବିଜେପି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଯଦିଓ ସେ ଇସ୍ତଫାର କୋଣସି କାରଣ ଦର୍ଶାଇ ନାହାନ୍ତି  । ଗତ ବିଜେପୁର ଉପ ନିର୍ବାଚନ ସମୟରେ ସେ ବହୁ ଗୁରୁଦାୟିତ୍ୱ ନିର୍ବାହନ କରିଥିଲେ । ଶ୍ରୀମତି ଶତପଥୀ ଦଳତ୍ୟାଗ କରିବା ଆଗାମୀ ଦିନରେ ବିଜେପି ପାଇଁ ନିଶ୍ଚୟ ଶୁଭଙ୍କର ନୁହେଁ । ବିଶ୍ବସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ସେ ଆଗାମୀ ଦିନରେ ଶଙ୍ଖ ଧରି ପାରନ୍ତି  ।

 

 

0
0
0
s2sdefault