ହେଡଲାଇନସ୍:

ବିଜୁ ଯୁବ ଜନତା ଦଳର ସମସ୍ତ ଜିଲ୍ଲାର ଆଇଟି  ୱିଙ୍ଗ୍ ସଂଯୋଜକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତ୍ୱରିତ ସୂଚନା ପ୍ରଦାନ ନିମନ୍ତେ ବିଜେଡି ଆଇଟି ୱିଙ୍ଗ୍ ଗଠନ କରିଛନ୍ତି ।ଏହାକୁ ଅଧିକତ୍ୱରାନ୍ୱିତକରିବା ପାଇଁ ଆଜିରାଜ୍ୟ ଆଇଟିସେଲ୍ ମୁଖ୍ୟ. ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡିର ପ୍ରତ୍ୟେକ ଜିଲ୍ଲାର ଦୁଇଜଣଙ୍କୁ ଆଇଟି  ୱିଙ୍ଗ୍ ଜିଲ୍ଲା ସଂଯୋଜକ ଭାବେ ମନୋନିତ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ଯଥା ଅନୁଗୁଳର ଅମିତ କୁମାର  ଦାସ, ଚନ୍ଦ୍ରକାନ୍ତ ପ୍ରଧାନ, ବଲାଙ୍ଗିରର ବିଭୁତି ଭୁଷଣ ମିଶ୍ର, ଆର୍ଶୀବାଦ ସାହୁ, ବାଲେଶ୍ୱରର ସନ୍ଦୀପ ରାଉତ , ମଳୟ ଦାସ, ବରଗଡର ଅନିଲ୍ ଦଳାଇ, ଭଦ୍ରକର ଇମତିଆଜ କାଲାମ ଖାନ, ରାକେଶକୁମାର ପଣ୍ଡା, ଭୁବନେଶ୍ୱରର ହିତେଶ କୁମାର ଜେନା, ଆଶିଷ କୁମାର  ପଟ୍ଟନାୟକ, ବୌଦ୍ଧର ଧର୍ମେନ୍ଦ୍ର ମେହେର, କୈଳାସ ବେହେରା, କଟକର ଦେବାଶିଷ ମହାପାତ୍ର, ନଚିକେତ ପ୍ରିୟଦର୍ଶୀ, ଦେଓଗଡର ଅଭିଜିତ୍ ପ୍ରଧାନ, ବିକାଶ କୁମାର ମିଶ୍ର, ଢେଙ୍କାନାଳର ଗଙ୍ଗାଧର ରାଉତ, ନିରଞ୍ଜନ ସାହୁ, ଗଜପତିର କୁନ୍ଦତରି ଜୁଗାନ୍ଧର ରାଓ, ମୀନକେତନ ବରାଳ, ଗଞ୍ଜାମର ପ୍ରବୀନ କୁମାର ପତ୍ର , କେ. ମୁନାରେଡୀ, ଚନ୍ଦ୍ରସଚିନ୍ ପାତ୍ର ଓ ଅଶୋକ କୁମାର ମହାକୁଡ, ଜଗତସିଂହପୁରର କୃଷ୍ଣଚନ୍ଦ୍ର ସେଠୀ, ସୁଜିତ ମହାନ୍ତି, ଯାଜପୁରର ଦୀପକ କୁମାର ସାହୁ, ବିସାଲ ମହାନ୍ତି, ଝାରସୁଗୁଡାର ସୌମ୍ୟ ରଞ୍ଜନ ବେହେରା, ଶ୍ୟାମଳ ଘୋଷ, କଳାହାଣ୍ଡିର ଅମିତ୍ ଯାଦବ, ସତ୍ୟବ୍ରତ ଦାସ, କେନ୍ଦ୍ରାପଡାର ବିଜୟ କୁମାର ମଣ୍ଡଳ, ପୁର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡେଇ, କେନ୍ଦୁଝରର ବିଘ୍ନରାଜ ସାହୁ, ବୁବୁ ସିହ୍ନା, ଖୋର୍ଦ୍ଧାର ଜିତରଞ୍ଜନ ବାରିକ, ଦେବି ପ୍ରସାଦ ମିଶ୍ର, କୋରାପୁଟର ରଞ୍ଜିତ୍ ପଟ୍ଟନାୟକ, ରତ୍ନାକର ଜେନା, ମାଲକାନଗିରିର ତୁସାର ଦାସ, ଲୋକନାଥ ସାହୁ, ନବରଙ୍ଗପୁରର ତ୍ରୀନାଥ ଲେଙ୍କା, ପରେଶ ଜେନା, ନୟାଗଡର ସତ୍ୟଜିତ ମହାନ୍ତି, ମନୋଜ କୁମାର ନାୟକ, ନୁଆପଡାର ଇମ୍ରାନ ବୋଡେ଼ନ, ସେକ୍ ସାଇବର ହୁସେନ, ପୁରୀର ରାଧାରମଣ ସ୍ୱାଇଁ, ତାପସ ପଟ୍ଟନାୟକ, ରାୟଗଡାର ଦେବାଶିଷ ଖାଡ଼ଙ୍ଗା, ଅବିନାସ ବିଶୋଇ, ସମ୍ବଲପୁରର ଦୁଲାଲ ଚନ୍ଦ୍ର ରାୟ, ଚନ୍ଦନ କୁମାର ରଣବିଦା, ସୁବର୍ଣ୍ଣପୁରର ପିନାକି  ପଣ୍ଡା, ମନୋଜ କୁମାରସାହୁ, ସୁନ୍ଦରଗଡର ଆଶୁତୋଷ ସ୍ୱାଇଁ, ମାନସ ରଞ୍ଜନ ବିଶି, ମୟୁରଭଞ୍ଜର କପିଲ ଖଣ୍ଡେଲୱାଲ ଓ  ମୟୁରଭଞ୍ଜ ସଦରର ରଞ୍ଜନ କୁମାର ଦେବଙ୍କୁ ଜିଲ୍ଲା ଆଇଟିସଂଯୋଜକ ଭାବେ ମନୋନୀତ କରାଯାଇଛି ବୋଲି ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ବିଜେଡି ରାଜ୍ୟ ଆଇଟି  ୱିଙ୍ଗର  କୋର କମିଟି ସଦସ୍ୟ ଅମରେଶ  ପତ୍ରୀ ସୂଚନା ଦେଇଛନ୍ତି ।

0
0
0
s2sdefault