ହେଡଲାଇନସ୍:

ଆଉ ଜଣେ ନିଲମ୍ବିତ ବିଜେଡିରୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bhubaneswar : ଆଜି ଯୁବ ବିଜେଡିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ବେଳେ ଦଳବିରୋଧୀ  କାର୍ଯ୍ୟକଳାପ ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୟବ୍ରତ ଦେଙ୍କୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ଦେ ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିରୋଧୀ ଭାବେ ଜଣାଶୁଣା | ରାସେଶ୍ୱରୀଙ୍କ ଏକଚାଟିଆ କାର୍ଯ୍ୟକ୍ରମକୁ ସେ ବହୁ ସମୟରେ ସମାଲୋଚନା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା |  

0
0
0
s2sdefault