ହେଡଲାଇନସ୍:

ବିଧାୟକ ପଦରୁ ଯୋଗେଶ ଦେଲେ ଇସ୍ତଫା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂଗ୍ରେସ ବିଧାୟକ ଯୋଗେଶ ସିଂ ଆଜି ବିଧି ବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡ ବିଧାୟକ ପଦରୁ | ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ସାକ୍ଷାତ କରି ପ୍ରଦାନ କରଛନ୍ତି ଓ ଥା ଗ୍ରହଣ କରି ନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି | ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ସିଂ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇ ସାରିଛନ୍ତି |

0
0
0
s2sdefault