ହେଡଲାଇନସ୍:

କଂଗ୍ରେସକୁ ଝଟକା : ଦଳ ଛାଡିଲେ ପ୍ରଣୟ ସାହୁ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ବର :ନବ, ଯୋଗେଶଙ୍କ  ପରେ କଂଗ୍ରେସ ଛାଡିଲେ ବିଜେପୁର ନିର୍ବାଚନରେ କଂଗ୍ରେସ ପକ୍ଷରୁ ଲଢ଼ିଥିବା ପ୍ରଣୟ ସାହୁ |   ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସେ ସମସ୍ତ ପଦ ଓ ଦଳର ସଦସ୍ୟତାରୁ  ଇସ୍ତଫା ଦେଇଛନ୍ତି । କଂଗ୍ରେସରେ ତାଙ୍କୁ  ଅଣଦେଖା ହୋଇ  କରାଯାଉଥିବା ଅଭିଯୋଗ କରି ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ଥିବା ସମ୍ମାନ ଜଗି କଂଗ୍ରେସ ଛାଡିଛନ୍ତି ବୋଲି ପିସିସି ସଭାପତିଙ୍କୁ ଦେଇଥିବା ପତ୍ରରେ ପ୍ରଣୟ ଉଲ୍ଲେଖ କରିଛନ୍ତି | ସୂଚନାଯୋଗ୍ୟ ଯେ  ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିରୋଧରେ ଲଢିଥିଲେ ପ୍ରଣୟ ସାହୁ । 

0
0
0
s2sdefault