ହେଡଲାଇନସ୍:

ର୍ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ : ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଟିଏମସି ସାଂସଦ ସୌମିତ୍ର ଖାନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଧବାର ନୂଆଦିଲ୍ଲୀ ଠାରେ ପଶ୍ଟିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌମିତ୍ର ଖାନ୍ ଏବଂ ତାଙ୍କର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସାଧାରଣ ସଚିବ ଶ୍ରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ଏମାନେ ଆଜି ଦଳରେ ସାମିଲ ହୋଇଥଲେ । ନୂଆଦିଲ୍ଲୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ  ହୋଇଥିଲା । ଯୋଗ ଦେଇଥିବା ନେତା ଓ କର୍ମୀ ଆଗାମୀ ଦିନରେ ବିଜେପିର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault