ହେଡଲାଇନସ୍:

ଗଢ଼ାହେଲା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ରାଜ୍ୟ କମିଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ମାନସୀ ମିଶ୍ର )  ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ  (Legal Department)  ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍ ବିଭାଗର ଅଧ୍ୟକ୍ଷ ସାଂସଦ ଶ୍ରୀ ବିବେକ ତନଖା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ରାଜ୍ୟ କମିଟି ଓ ଜିଲ୍ଲା ଅଧ୍ୟକ୍ଷମାନଙ୍କ ନାମ ତାଲିକା ଅନୁମୋଦନ କରିଛନ୍ତି ।

ଏହି ରାଜ୍ୟ କମିଟି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ସର୍ବଶ୍ରୀ ଶକ୍ତିଧର ଦାସ, ଗଣେଶ୍ୱର ରଥ, ରମାକାନ୍ତ ମହାନ୍ତି, ଧରଣୀଧର ନାୟକ, ପ୍ରଶାନ୍ତ ରଂଜନ ପଟ୍ଟନାୟକ, ରମାକାନ୍ତ ସାହୁ, ଉମାବଲ୍ଲଭ ମହାପାତ୍ର, ଜହିଦୂର ରହେମାନ, ଉମାକାନ୍ତ ନନ୍ଦ, ସ୍ମିତରଂଜନ ପଟ୍ଟନାୟକ, ସୁରେନ୍ଦ୍ରନାଥ କର, ନିରୋଜ କୁମାର ମହାପାତ୍ର, ସଂଗ୍ରାମ କେଶରୀ ପ୍ରଧାନ, ବିଚିତ୍ର କୁମାର ବଡଜେନା, ମାଗୁଣି ପଲାଇ, ପି. ରମେଶ ପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ଅଜୟ କୁମାର ବରାଳ, ଅକ୍ଷୟ କୁମାର ନାୟକ, ଶରତ କୁମାର ରଥ ପ୍ରମୁଖ ରହିଛନ୍ତି ।

ଉପାଧ୍ୟକ୍ଷ ଭାବେ ସର୍ବଶ୍ରୀ ସୁଦାମ ଚରଣ ଦାସ, ସନ୍ତୋଷ ଚୌଧୁରୀ, ଆତ୍ମ ପ୍ରକାଶ ମହାନ୍ତି, ଉପେନ୍ଦ୍ରନାଥ ମିଶ୍ର, ବିଜୟ ପ୍ରଧାନ, ମହମ୍ମଦ ଜିଆ ଉଲହକ୍, ଗୋପବନ୍ଧୁ ମିଶ୍ର, କାମଦେବ କାନୁନ୍ଗୋ, ତାରିଣୀ ପାଣିଗ୍ରାହୀ ଓ ରାଜକିଶୋର ପ୍ରଧାନ ନିଯୁକ୍ତି ପାଇଥିବା ବେଳେ ସାଧାରଣ ସଂପାଦକ ଭାବରେ ଅଶୋକ ପାତ୍ର, ବାସୁଦେବ ମିଶ୍ର, ଦେବାଶିଷ ପାଣିଗ୍ରାହୀ, ରଂଜନ କୁମାର ନାୟକ, ଅଶୋକ ଛୋଟରାୟ, ସିଦ୍ଧାର୍ଥ ମହାନ୍ତି, ମୁକ୍ତିକାନ୍ତ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ନୃସିଂହନାଥ ମିଶ୍ର, ଉପେନ୍ଦ୍ର ସାମନ୍ତରାୟ, ଚିତରଂଜନ ବେହେରା, ଆଲୋକ କୁମାର ନନ୍ଦ, ସରୋଜ କୁମାର ପଣ୍ଡା ଓ ସରୋଜ ବରାଳ ପ୍ରମୁଖ ରହିଛନ୍ତି ।

ସେହିଭଳି ସଂପାଦକ ଭାବରେ ନିହାର ରଂଜନ ବଳ, ଶରତ ରାଉତରାୟ, କବିର କୁମାର ଜେନା, ପ୍ରଣୟ ଦାସ, ସୌଭାଗ୍ୟ ମିଶ୍ର, ମନୋଜ ନାୟକ, ସାରଦା ପ୍ରଧାନ, କୋଦଣ୍ଡ ଭୂୟାଁ, ମନୋରଂଜନ ବେହେରା, ଦିଲ୍ଲୀପ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ଦେବୀ ପ୍ରସାଦ ମହାନ୍ତି, ବାଳକୃଷ୍ଣ ମହାପାତ୍ର ଓ ପ୍ରକାଶ ମୁଦୁଲି ପ୍ରମୁଖ ରହିଛନ୍ତି । 

ସେହିଭଳି ଜିଲ୍ଲା ଅଧ୍ୟକ୍ଷ ଭାବେ ଯାଜପୁର - ନିତାଇଚାନ୍ଦ ମହାନ୍ତି, କଟକ - ଦିଲ୍ଲିପ ମହାରଣା, କଟକ ନଗର – ଗଙ୍ଗାଧର ସାମଲ, କୋରାପୁଟ – ହରିଶ ଚନ୍ଦ୍ର ମୁଦୁଲି, ନବରଙ୍ଗପୁର – ରାମପ୍ରସାଦ ପାତ୍ର, ସୁନ୍ଦରଗଡ - ପ୍ରଣବ ସିିଂ, ସୋନପୁର – ଗୌରୀଶ୍ୟାମ ପଣ୍ଡା, ବଲାଙ୍ଗୀର - ଅରବିନ୍ଦାକ୍ଷ ପୂଜାରୀ, କେନ୍ଦ୍ରାପଡା – ରବି ନାରାୟଣ ମହାନ୍ତି, ବାଲେଶ୍ୱର – ସେକ୍ ବସିର ମହମ୍ମଦ, ଭଦ୍ରକ - ନିଶିକାନ୍ତ ନାୟକ, ନୟାଗଡ – କାର୍ତିକ ନାୟକ, ଝାରସୁଗୁଡା – ସୁରେନ୍ଦ୍ର କୁମାର ମହାପାତ୍ର, ବରଗଡ - ପଂଚାନନ ମିଶ୍ର, ଗଜପତି – ସୁବାସ ସାହୁ, ଜଗତସିଂହପୁର - ନାରଣ ମହାନ୍ତି, ସମ୍ବଲପୁର – ମନୋରଂଜନ ଦାସ, ଖୋର୍ଦ୍ଧା – ଶିଶିର ପରିଡା, ଦେବଗଡ – ତାପସ କୁମାର ମହାପାତ୍ର, ଅନୁଗୁଳ – ଗଣେଷ କୁମାର ସାହୁ, ନୂଆପଡା - ଧର୍ମବୀର ଯୋଶୀ, କନ୍ଧମାଳ - ପିତାମ୍ବର ସାହୁ, ଭୁବନେଶ୍ୱର – ମିତ୍ରଭାନୁ ମହାପାତ୍ର, ମୟୁରଭଞ୍ଜ - ଜ୍ୟୋତିପ୍ରକାଶ ରଥ, ରାଉରକେଲା – ସରୋଜ କୁମାର ଲେଙ୍କା, କେନ୍ଦୁଝର - ଆନନ୍ଦ କୁମାର ସାହୁ, ଢେଙ୍କାନାଳ - ପଙ୍କଜ ଲୋଚନ ସାହୁ, ରାୟଗଡା – ସୁନିଲ ଚନ୍ଦ୍ର ପଟ୍ଟନାୟକ, ମାଲକାନଗିରି – ଶିଶିର ମହାପାତ୍ର, ବୌଦ୍ଧ - ସୁଧୀର କୁମାର କର୍ଣ୍ଣ, ପୁରୀ - ପୁଷ୍କର ମହାପାତ୍ର ଓ କଳାହାଣ୍ଡି ଜିଲ୍ଲା ପାଇଁ ସୁରେଶ ପଣ୍ଡା ନିଯୁକ୍ତ ହୋଇଛନ୍ତି ବୋଲି ଆଇନ୍ ବିଭାଗ ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ର ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଆଇନ ବିଭାଗର ପ୍ରଭାରୀ ବିଜନ ଦାସ, ଆଡଭୋକେଟ ବାରିପଦା ଉପସ୍ଥିତ ଥିଲେ ।

 

0
0
0
s2sdefault