ଇସ୍ତଫା ଦେଲେ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କ ପ୍ରତିନିଧି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ଘୁ.ଉଦୟଗିରି/Gagan Pradhan  : ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ସଂସଦ ପ୍ରତିନିଧି ପଦରୁ ଇସ୍ତଫା ଦେଲେ କାଳୁ ଚରଣ ପଣ୍ଡା  | ବିଜେଡି ସଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ କାର୍ଯ୍ୟରେ ଅସନ୍ତୋଷ ଭୁଲତ କରି ତଥା ଘୁ ଉଦୟଗିରି ଏନଏସି ପ୍ରତି ଅବହେଳା ଯୋଗୁଁ ନିଜ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ୍ୟ ହୋଇ ହୋଇ ଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି  |  ଏହା  ଘୁ.ଉଦୟଗିରି ନଗର ବିଜେଡି ପାଇଁ ଶକ୍ତ ଧକା ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି | ଏହା ଶାସକ ଦଳର ଘୁ.ଉଦୟଗିରିବାସୀଙ୍କ ପ୍ରତି ଅସଲ ମୁଖା ଖୋଲି ଦେଇଛି,  ଯାହା କି ସଂସଦ ପ୍ରତିନିଧିଙ୍କ ଇସ୍ତଫା ଜ୍ୱଳନ୍ତ ଉଦାହରଣ ବୋଲି  ଘୁ. ଉଦୟଗିରି ନଗର କଂଗ୍ରେସ ପକ୍ଷରୁ ମତ ପ୍ରକାଶ ପାଇଛି |

 

 

 

0
0
0
s2sdefault