ହେଡଲାଇନସ୍:

ଶନିବାରଠାରୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ - ଶନିବାର ଠାରୁ ବିଜେଡି ଶାସନରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ବିଜେପି ପକ୍ଷର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ଆନ୍ଦୋଳନ  ୩ ଦିନ ଧରି ଚାଲିବ । ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଅଫିସ୍ ସମ୍ମୁଖରେ   ଗଣତାନ୍ତ୍ରିକ ଉପାୟରେ ଘେରାଉ କରାଯିବ  । ଚିଟ୍ ଫଣ୍ଡ ମହାଦୁର୍ନୀତି, ଖଣି, ଡାଲି, ଚାରା, ବାଲିଘାଟ ଦୁର୍ନୀତି, କୃଷିଋଣ ଜାଲିଆତି, ଧାନ କିଣାରେ ଚଂଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ ସବସିଡ୍ର ବାଟମାରଣା କରିବା ଆଦିରେ ରାଜ୍ୟ ସରକାର ବୁଡି ରହିଛନ୍ତି । ବିଜେପି ଆନ୍ଦୋଳନ  ମାଧ୍ୟମରେ ଏହାର ପ୍ରତିବାଦ କରିବ ।

0
0
0
s2sdefault