ହେଡଲାଇନସ୍:

ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ  ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ  | ଅଖିଳ ଭାରତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆଦେଶ କ୍ରମେ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଆଜି ସୁମିତ୍ରା ଜେନାଙ୍କୁ ଏହି ପାଦରେ ଅବସ୍ଥାପିତ କରିଛନ୍ତି | ଜଣେ ଲୋକପ୍ରିୟ ଆମୟିକ ନେତ୍ରୀ ଭାବେ ଜଣାଶୁଣା ସୁମିତ୍ରାଙ୍କ ନେତୃତ୍ୱରେ କଂଗ୍ରେସ ମହିଳା ସଂଗଠନ ଆହୁରି ଆଗକୁ ଯିବ ବୋଲି ଆଶା ପ୍ରକାଶ ପାଇଛି | ପୂର୍ବରୁ ସଭାନେତ୍ରୀ  ଥିବା ସସ୍ମିତା ବେହେରାଙ୍କୁ ନୂଆ ପିସିସି ସଭାପତି ହଟାଇବା ପାଇଁ ଚାହୁଁଥିଲେ | ଆଉ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ କୁଆଡେ ତାଙ୍କ ଉପରେ ଚାପ ପଡୁଥିଲା ବୋଲି ଚର୍ଚ୍ଚା ହେଉଥିଲା | 

0
0
0
s2sdefault