ହେଡଲାଇନସ୍:

ସାମାଜିକ ସୁରକ୍ଷା  ଭତ୍ତା ବୃଦ୍ଧି ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ବାର୍ଦ୍ଧକ୍ୟ,ବିଧବା,ଦିବ୍ୟାଙ୍ଗ,ଅସହାୟ,ଆଦିଙ୍କ ପାଇଁ ଉଦ୍ଧିଷ୍ଟ ସାମାଜିକ ସୁରଖ୍ୟା ଭତ୍ତାକୁ ସର୍ବନିମ୍ନ ୧୫୦୦ ଟଙ୍କା କରାଯିବାକୁ ଆମ୍ ଆଦମୀ ପାର୍ଟି କୁକୁଡ଼ାବାହାଳୀ ଶାଖା ଦାବିକରୁଛି |  ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦାବିକରାଯାଉଛି  | ଏନେଇ ଏକ ଦାବିପତ୍ର କୁକୁଡ଼ାବାହାଳୀ ସରପଞ୍ଚଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି | ଉକ୍ତ ଦାବିକୁ ନେଇ କୁକୁଡ଼ାବାହାଳୀ ପଞ୍ଚାୟତରେ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି |  କାଯ୍ୟକ୍ରମରେ ଆପ୍ ର ଆନନ୍ଦ କୁମାର ସାମଲ,ଲିଟୁ ସାହୁ,ଅଜୟ ସାହୁ,ତେଜିପ୍ ପ୍ରଧାନ୍,ସୁନିଲ ପ୍ରଧାନ ପ୍ରମୁଖ ସାମିଲ ଥିଲେ |

0
0
0
s2sdefault