ହେଡଲାଇନସ୍:

 ସୂର୍ଯ୍ୟଙ୍କୁ ଅଣ୍ଡା ମାଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଗସ୍ତରେ ଥିବା  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅଣ୍ଡା ମାଡ ହୋଇଛି | ଲୋଇସିଂହା ନିର୍ଵାଚନମଣ୍ଡଳୀର ଟଳିଗୁଡା ଠାରେ ହୋଇଥିବା ଏହି ଅଣ୍ଡାମାଡରେ ଅଣ୍ଡା ମନ୍ତ୍ରୀଙ୍କ ଦେହରେ ବାଜିନି | ସବୁ ଥର ପରି ଅଣ୍ଡା ଗାଡ଼ିରେ ମାଡ ହୋଇଛି | ଏହି ଅଣ୍ଡାମାଡ ବେଳେ ମନ୍ତ୍ରୀଙ୍କ ସହିତ ଆଗପଛ ହୋଇ ସଂସଦ କଳିକେଶ ନାରାୟଣ ସିଂଦେଓ ଓ ସ୍ଥାନୀୟ ବିଧାୟକ ଯୋଗେନ୍ଦ୍ର ବେହେରା ଉପସ୍ଥିତ ଥିଲେ | କଂଗ୍ରେସ  ପକ୍ଷରୁ ଏହା କରାଯାଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି | ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ କରମୀ ମାନେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି |

0
0
0
s2sdefault