ହେଡଲାଇନସ୍:

ସତ୍ୟଜିତ,  ସଂଜୟ ଓ  ଚକ୍ରଧର ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ସଭାପତି ମାନ୍ୟବର  ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ  ସତ୍ୟଜିତ ମିଶ୍ର,  ସଂଜୟ ବାବୁ ଓ  ଚକ୍ରଧର ଦାଶଙ୍କୁ ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault