ହେଡଲାଇନସ୍:

ବଡଚଣା ବିଧାୟକଙ୍କ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ : ଚଣ୍ଡିଖୋଲରେ କଂଗ୍ରେସର ଗର୍ଜନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

            Jajpur/Jayashankar Dash :  ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ କଂଗ୍ରେସର ଗର୍ଜନ । ଟିଟୋର ପଲିଟାକାଲ୍ ଲିଙ୍କ୍ ଅଭିଯୋଗରେ ଯାଜପୁର ଚଣ୍ଡିଖୋଲ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛି ବଡଚଣା ବ୍ଲକ କଂଗ୍ରେସ କମିଟି । ମାଫିଆ ଡନ୍ ର ରାଜନୈତିକ ପୃଷ୍ଠପୋଷକକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ କର୍ମୀ ଦାବି କରିଛନ୍ତି । ଏହାସହ ସିବିଆଇ ତଦନ୍ତ ଦାବିରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଏଥିପାଇଁ ଆଜି ସକାଳ ୧୦ଟାରେ ଚଣ୍ଡିଖୋଲ ଛକରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ଏହାପରେ ଏକ ବାଇକ୍ ଶୋଭାଯାତ୍ରା କରାଯାଇଥିଲା ।

0
0
0
s2sdefault