ହେଡଲାଇନସ୍:

ମୟୂରଭଞ୍ଜ ବିଜୁ ଛାତ୍ର ଜନତାର ନୂତନ କମିଟି ଗଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ରଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡିର ନୂତନ କମିଟି ସହ ବ୍ଲକ ଗଠିତ ହୋଇଅଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଉପସଭାପତି ଭାବେ ସାମନ୍ତ ଶେଖର ପାଲ, ଜ୍ୟୋତିରଞ୍ଜନ ନାୟକ, ତୁଷାର ନାୟକ, ପ୍ରଶାନ୍ତ ମହାକୁଢ଼, ଉଷା ହେମ୍ବ୍ରମ, ଶୁଭ୍ରାଜିତ ପାଣି, ରାଜୀବ ଲୋଚନ ବେହେରା, ମାନସ କୁମାର ଜେନା, ବିଭୂଶଙ୍କର ପଟ୍ଟନାୟକ, ଦେବାଶିଷ ବୋଷ, ବିଶ୍ୱରଞ୍ଜନ ନାୟକଙ୍କୁ ମେନୋନିତ କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବେ ସୂର୍ଯ୍ୟନାରାୟଣ ତ୍ରୀପାଠୀ, ସନ୍ଦୀପ ଖୁଣ୍ଟିଆ, ଅଭିରାମ ଦାସ, ମନୀଷ ବେହେରା, ଅକ୍ଷୟ ସିଂ, ସାଗର ଭାଟିଆ, ଜିତ ପଟ୍ଟନାୟକ, ଶଙ୍କର ପ୍ରସାଦ ଦାସ, ଶରତ ମୁର୍ମୁ, ମଧୁସ୍ମିତା ମହାନ୍ତ, ଦେବବ୍ରତ ସେନାପତି, ଶୁଭମ ଅଗ୍ରୱାଲ, ସତ୍ୟନାରାୟଣ ସାହୁ, ପ୍ରଦୀପ ଦାସ, ପ୍ରଭାକର ମାହାଲା, ସାହବେ ଏହେମ୍ମଦ, ଅଭିଷେକ ଦାଶ, ମିଲନ ମାର୍ତି ଓ  ସମ୍ପାଦକ ଭାବେ ରୂପକ ମହାପାତ୍ର, ବିନୋଦ କୁମାର ଭଗତ, ସୌମ୍ୟରଞ୍ଜନ ମୁଦୁଲୀ, ଚନ୍ଦନ କୁମାର ପରିଡା, ସତ୍ୟନାରାୟଣ ଦେ, ଭବାନୀଶଙ୍କର ପାତ୍ର, ପ୍ରକାଶ ତୁଙ୍ଗ, ବିଶ୍ୱରଞ୍ଜନ ବାରିକ, କ୍ରୀଷ୍ଣା ରାଉତ, ଏସକେ ଜାଫର ହୁସେନ, ମହାବିଦ୍ୟା ଦାସ, ସ୍ନେହାଶିଷ ଦାସ, ତୃପ୍ତି ରେଖା ଜେନା, ବାଦଲ ପାତ୍ର, ତରୁଣ ନାୟକ, ସୁବ୍ରତ ସାହୁ, ସୋସିଆଲ ମିଡିଆ କୋଅଡର଼୍ିନେଟର ଭାବେ ରଙ୍କୁ ଦାସ, ରାକେଶ ବେହେରା, ରବି ଶଙ୍କର ଦାସ, ଅଭୟ କୁମାର ଦାସ, ଶଶିକାନ୍ତ ମହାପାତ୍ର, ଆଶୁତୋଷ ଗିରିଙ୍କୁ ମେନୋନିତ କରାଯାଇଥିବା ସମୟରେ ବ୍ଲକ ସଭାପତି ଭାବେ ବାରିପଦା ବ୍ଲକ ସଭାପତି ଅଜିତ କୁମାର ମହାନ୍ତ, ଖୁଣ୍ଟା ବ୍ଲକର ସାହେଦ ଫୀରୋଜ ଉଦ୍ଧିନ, ବାରିପଦା ଟାଉନ ସଭାପତି ଶଙ୍କର୍ଷଣ ପଣ୍ଡା, ମୋରଡା ବ୍ଲକ ସଭାପତି ସତ୍ୟଜିତ ବେହେରା, ଶୁଳିଆପଦା ବ୍ଲକ ସଭାପତି ପିଣ୍ଟୁ  କୁମାର ସି, ରାସଗୋବିନ୍ଦପୁର ବ୍ଲକ ସଭାପତି ରଞ୍ଜନ କୁମାର ବେହେରା, ଉଦଳା ବ୍ଲକ ସଭାପତି ସଞ୍ଜୟ ଟୁଡୁ, ଉଦଳା ଏନଏସି ସଭାପତି ଯୁଗେଶ ଖଣ୍ଡେଲୱାଲ, ଗୋପବନ୍ଧୁନଗର ବ୍ଲକ ସଭାପତି ବିବେକାନନ୍ଦ କମିଳା, କପ୍ତିପଦା ବ୍ଲକ ସଭାପତି ସମୀର ରଞ୍ଜନ ଦାସ, ବଡ଼ସାହି ବ୍ଲକ ସଭାପତି ମାନଗୋବିନ୍ଦ ପାଣିଗ୍ରାହୀ, ବେତନଟି ବ୍ଲକ ସଭାପତି ସ୍ୱରୂପ ପରିଡା, ବାଙ୍ଗିରିପୋଷୀ ବ୍ଲକ ସଭାପତି ଜୟପ୍ରକାଶ ମହାନ୍ତି, କୁଳିଅଣା ବ୍ଲକ ସଭାପତି ଶୁଭେନ୍ଦୁ ବାସୁରୀ ଏବଂ ଶାମାଖୁଣ୍ଟା ବ୍ଲକ ସଭାପତି ବଙ୍ଗଲ ସିଂଙ୍କୁ ମନୋନୀତ କରାଯାଇଛି ଏହି ଅବସରରେ ମନୋନିତ ହୋଇଥିବା ସଭ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ, ସହପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ  ସାମନ୍ତ, ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି  ବୋଲି ଜିଲ୍ଲା ବିଜେଡି ଛାତ୍ର ସଭାପତି ଅଭୟ କୁମାର ସିଂ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault