ହେଡଲାଇନସ୍:

ଜି ଉଦୟଗିରି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବୁଲିଲେ ବିଧାୟକ: ଲୋକଙ୍କ ସମସ୍ୟା ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-kan.jpg - 85.50 kB

ଜି ଉଦୟଗିରିଜି ଉଦୟଗିରି ବିଧାୟକ ଜାକବ ପ୍ରଧାନ ଜି ଉଦୟଗିରି ଏନଏସିର ୧, ୪ ଏବଂ ୮ ନମ୍ବର ୱାର୍ଡ ପରିଦର୍ଶନ କରି ଲୋକଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ |ବିଧାୟକଙ୍କ ସାଙ୍ଗରେ ୧ନଂ ୱାର୍ଡ କାଉନସିଲର ସୂର୍ଯ୍ୟକାନ୍ତ ସାହୁ, କଂଗ୍ରେସ ଲିଡର ସଞ୍ଜୟ କୁମାର ଭଞ୍ଜ, ଗ ଉଦୟଗିରି ଯୁବ କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, କଂଗ୍ରେସ କର୍ମୀ ଦେବେନ୍ଦ୍ର ନାୟକ , ଗୋପାଳ ପାତ୍ର, ମହମ୍ମଦ  ହୁସେନ, ମହମ୍ମଦ ଫାତିଲ, ମହମ୍ମଦ ମାଜିଦ , ମହମ୍ମଦ ସଲିମ, ବାବୁ ଭାଇ, ମହମ୍ମଦ ଇମ୍ରାନ ଶ୍ରୀରାମ ନାୟକ, ଦିଲୀପ ନାୟକ  ବହୁ ମୁସଲମାନ ଭାଇମାନେ ମଧ୍ୟ ଉପସ୍ଥିତ ଥିଲେ ପ୍ରମୁଖ ଉପସ୍ଥିତ ଥିଲେ | ୱାର୍ଡ ୮ରେ ମସାଣି ଗୃହ ,ୱାର୍ଡ ୪ ରେ ପାଣି, ଡ୍ରେନ ଓ ରାସ୍ତା ସମସ୍ୟା ଲୋକମାନେ କହିଥିଲେ | ଏ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ | 

0
0
0
s2sdefault