ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ : ବିଜେଡିର ବିପ୍ଳବ କାପ ଆଗୁଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଢଙ୍ଗି : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ ଜିଲାପରିଷଦ  2ୟ ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ ୨୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି | ବିଜେପି ପ୍ରାର୍ଥୀନୀ ନିର୍ମଳା ଲେଙ୍କା ୫୮୨ ଖଣ୍ଡ ଭୋଟ ପାଇଥିବା ବେଲେ ବିଜେଡି ପ୍ରାର୍ଥୀ ବିପ୍ଳବ କାପ ୭୯୩ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି | କଂଗ୍ରେସ ପ୍ରାର୍ଥୀ ସେକ୍ ସିରାଜ ଉଦ୍ଦିନ ୧୮୦ ଖଣ୍ଡ ଭୋଟ ପାଇଛନ୍ତି |

0
0
0
s2sdefault