ହେଡଲାଇନସ୍:

ବିଜେଡିର ବିଳମ୍ବିତ ପ୍ରଚାରକୁ କଂଗ୍ରେସର ବିରୋଧ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ବିଳମ୍ବିତ ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ | ଉଭୟ କଂଗ୍ରେସ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରେ ।
ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଚକାମାଲ ଗ୍ରାମରେ ଗତ କାଲି ରାତ୍ର ୯ ଟା ପରେ ଚନ୍ଦାହାଣ୍ଡି ଜୋନ୍-୧ ର ପ୍ରାର୍ଥିନୀ ପୁଷ୍ପାଜଞ୍ଜଳି ଖରସେଲଙ୍କ ଗ୍ରାମ ଚକାମାଲ ରେ ବିଳମ୍ବିତ ଭାବେ ବିଜେଡିର ପ୍ରଚାର କୁ କଂଗ୍ରେସ ପ୍ରାର୍ଥିନୀ ବିରୋଧ କରିବାରୁ ଉଭୟଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ନିର୍ବାଚନୀ ନିୟମ କୁ ଶାସକ ଦଳ ଖୋଲାଖୋଲି ଉଲଙ୍ଘନ କରୁଥିବା ନେଇ କଂଗ୍ରେସ ପ୍ରାର୍ଥିନି ଅଭିଯୋଗ କରିଛନ୍ତି ।

0
0
0
s2sdefault