ବିଜେଡି ଖୋରଧା ଜିଲ୍ଲା କମିଟି ପୁନର୍ଗଠିତ : ବିଭୁତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ଖୋରଧା ଜିଲ୍ଲା କମିଟି ପୁର୍ନର୍ଗଠିତ ହୋଇଛି । ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିବା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଏହି କମିଟିରେ 38 ଜଣ ଉପସଭାପତି, 30 ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ , ଜଣେ ମେଡିଆ ସେଲ ସଂଯୋଜକ ଓ 36 ଜଣ ସମ୍ପାଦକ ନିଯୁକ୍ତ ହୋଇଥିବା ଜଣାପଡିଛି ।

0
0
0
s2sdefault