ହେଡଲାଇନସ୍:

ଦଳ ବିରୋଧୀ କାମ ପାଇଁ ନିଲମ୍ବିତ ହେଲେ ଶୈଳେଶ ଦାନୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦଳ ବିରୋଧୀ କାମ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ବିଜୁ ଜନତା ଦଳର ଶୈଳେଶ ଦାନୀ | ସମ୍ବଲପୁରର ଯୁବ ନେତା ଶ୍ରୀ ଦାନୀଙ୍କୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବିତ କରାଯାଇଥିବା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଦସ୍ତଖତରେ ଜାରି ଦଳୀୟ ନିର୍ଦ୍ଦେଶନାମାରେ କୁହାଯାଇଛି |

0
0
0
s2sdefault