ହେଡଲାଇନସ୍:

ବିଜେପି ଛାଡିଲେ ବିଶ୍ୱ : ଶଙ୍ଖ ଫୁଙ୍କିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜେପି ଛାଡିଛନ୍ତି ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ବରୀ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତା ସାମଲ ମଧ୍ୟ ବିଜେପିରୁ ଇସ୍ତଫା ଦେଇଥିବା ଜଣାପଡିଛି । ଖୁବଶୀଘ୍ର ସେ ବିଜେଡିରେ ଯୋଗ ଦେବେ ବୋଲି ଶ୍ରୀ ମଲ୍ଲିକଙ୍କ ନିକଟତମ ମହଲରୁ ଜଣାପଡିଛି |

0
0
0
s2sdefault