ହେଡଲାଇନସ୍:

ଅର୍ପିତା ବିଜେପି ଯୁବମୋର୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ନିଯୁକ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବମୋର୍ଚାର ଜାତୀୟ ପଦାଧିକାରୀ ନିଯୁକ୍ତ ହୋଇଛନ୍ତି | ଆଜି ଦଳ ପକ୍ଷରୁ ଜାରି ହୋଇଥିବା ସୂଚୀରେ ୭ ଉପାଧ୍ୟକ୍ଷ, ତିନି ମହାମନ୍ତ୍ରୀ , ୭ ରାଷ୍ଟ୍ରୀୟ ମନ୍ତ୍ରୀ, ଜଣେ ଲେଖାଏ କୋଷାଧ୍ୟକ୍ଷ, କାର୍ଯ୍ୟାଳୟ ପ୍ରଭାରୀ , ମିଡ଼ିଆ ପ୍ରଭାରୀ, ସୋସିଆଲ ମିଡ଼ିଆ ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପଲିସୀ ଏବଂ ରିସର୍ଚ୍ଚ ପାଇଁ ଜଣେ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି | ଏହି ସୂଚୀରେ ଓଡିଶାରୁ ଏକମାତ୍ର ଯୁବନେତ୍ରୀ ଭାବେ ସ୍ଥାନ ପାଇଛନ୍ତି ଅର୍ପିତା ଅପରାଜିତା ବଡ଼ଜେନା | ଅର୍ପିତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି |  

0
0
0
s2sdefault