ହେଡଲାଇନସ୍:

ସମ୍ବଲପୁର ଜିଲ୍ଲା କଂଗ୍ରେସର ନିଷ୍ପତ୍ତି: ଜୁଲାଇ ୭ରୁ କରିବ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ଆସନ୍ତା ଜୁଲାଇ ୭ ତାରିଖରୁ  ୧୭ ତାରିଖ ପର୍ଯ୍ଯନ୍ତ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ମୁଖ୍ୟାଳୟ ସମେତ ସବୁ ବ୍ଳକ ମୁଖ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରାଯିବ । ଏଥିପାଇଁ ସମ୍ବଲପୁର ଠାରେ ଅନୁଷ୍ଠିତ ଜିଲ୍ଲା କଂଗ୍ରେସ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ସାରା ଜିଲ୍ଲାରେ ଚାଷୀ ଙ୍କ ସମସ୍ୟା ସହ ଦରଦାମ ବୄଦ୍ଧି ପ୍ରଦିବାଦରେ ଆନ୍ଦୋଳନ କରିବ ଦଳ । ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଵୈଠକରେ ଜିଲ୍ଲା ର ସବୁ ଟାଉନ ଓ  ବ୍ଳକ କଂଗ୍ରେସ କମିଟିର  ସଭାପତି  ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault