ଗ୍ରୀଡ଼ ନିର୍ମାଣ ବିବାଦ : ଲୋକଙ୍କୁ ଭେଟିଲେ ବଦ୍ରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରୀଡ଼ ନିର୍ମାଣ ବିବାଦ : ଲୋକଙ୍କୁ ଭେଟିଲେ ବଦ୍ରି

ଲୋକଙ୍କ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ 

ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ :  ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରା:ପ:ର ଗୋପାଳ ସାହିକୁ ଯାଇ ଗ୍ରୀଡ଼ ନିର୍ମାଣ କୁ ନେଇ ଉପୁଜିଥିବା ଦ୍ଵନ୍ଦ ବିଷୟରେ ଗ୍ରାମବାସୀଙ୍କ ଗୁହାରୀ ଶୁଣିଲେ ଵିଜେପି ସଭାପତି ବଦ୍ରୀ ନାରାୟଣ ଧଳ । ପରେ ଗ୍ରାମବାସୀମାନଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଉଚ୍ଛେଦ ବିଦ୍ୟାଳୟ ଗୃହ ପୁନଃ ନିର୍ମାଣ, ଚାଷୀଙ୍କ ପାଇଁ ରାସ୍ତା ଓ ଖେଳ ପଡ଼ିଆ ପାଇଁ ଦାବି ଜଣାଇଲେ। ଲୋକଙ୍କ ସମସ୍ୟାକୁ ପ୍ରଶାସନ ପ୍ରାଥମିକତା ଦେଇ ସମାଧାନ ନକଲେ ଶେଷ ପନ୍ଥା ଆଦୋଳନକୁ ଓଲ୍ହାଇବାକୁ ଶ୍ରୀ ଧଳ ଚେତାବନୀ ଦେଇଛନ୍ତି  ।।

0
0
0
s2sdefault