ହେଡଲାଇନସ୍:

ପ୍ରଭାତ ଜେନା ମୟୁରଭଞ୍ଜ ଜିଲ୍ଲା ବିଜେଡି ଉପସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର :  ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବଡ଼ସାହି ନିର୍ବାଚନ ମଣ୍ଡଳୀର  ପ୍ରଭାତ କୁମାର ଜେନାଙ୍କୁ ମୟୂରଭଞ୍ଜ ଜିଲ୍ଲା କମିଟିର ଉପ-ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

 ସେହିପରି  ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିକାଶ କୁମାର ମଲ୍ଲିକଙ୍କୁ ରାଜ୍ୟ ଅନୁସୂଚିତ ଜାତି ସାମ୍ମୁଖ୍ୟ ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ଅନୁସୂଚିତ ଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ  ବିଷ୍ଣୁଚରଣ ଦାସ ଜଣାଇଛନ୍ତି ।

 

0
0
0
s2sdefault