ବାୟୁସେନାର ନୂତନ ମୁଖ୍ୟ ହେବେ ଏୟାର ମାର୍ଶଲ ଭି ଆର ଚୌଧୁରୀ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଏୟାର ମାର୍ଶଲ ଭି ଆର ଚୌଧୁରୀ ହେବେ ବାୟୁସେନାର ନୂତନ ମୁଖ୍ୟ | ସେପ୍ଟେମ୍ବର ୩୦ ରେ ଏୟାର ଚିଫ୍ ମାର୍ଶଲ ଆର କେ ଭଦୌରିଆଙ୍କ ଅବସର ପରେ ଏୟାର ମାର୍ଶଲ ଶ୍ରୀ ଚୌଧୁରୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ।
ଏୟାର ମାର୍ଶଲ ଭି ଆର ଚୌଧୁରୀ ବର୍ତ୍ତମାନ ଭାରତୀୟ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ |

0
0
0
s2sdefault