 ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କୋଭିଡ ପଜିଟିଭ୍  ଚିହ୍ନଟ ହୋଇଛନ୍ତି | ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏ ବିଷୟ ଘୋଷଣା କରିଛନ୍ତି | ପରୀକ୍ଷା ପରେ ତାଙ୍କର କରୋନା ପଜିଟିଭ ଆସିବାରୁ ସେ ଏବେ କବାରେଣ୍ଟାଇନରେ ଥବା ଜଣାପଡ଼ିଛି |

ସେ ଟୁଇଟ କରିଛନ୍ତି ଯେ “ମୁଁ କୋଭିଡ୍ -19 ପଜିଟିଭ୍ ଚିହ୍ନଟ ହୋଇଛି । ମୁଁ ଘରେ ସଙ୍ଗ ରୋଧରେ ଅଛି | ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ମିଶିଥିଲେ ସେମାନେ ଦୟାକରି ପ୍ରୋଟୋକଲ୍ ଅନୁସରଣ କରିପାରନ୍ତି" !