
 ବଲାଙ୍ଗୀରରୁ ନିରୋଜ ମିଶ୍ର : ରାଜପରିବାରର ଜନ୍ମ ହୋଇ ପାରିଥାନ୍ତି ଦୁହେଁ | ହେଲେ ସେବା ଆଉ ମଣିଷ ପଣିଆ ଅଛି ସେମାନଙ୍କ ଭିତରେ  | ଜୀବନ ବିନ୍ଦୁ ବିଶାଳ ରକ୍ତଦାନ ଶିବିର ରେ ରକ୍ତ ଦାନ କଲେ ଯୁବନେତା ଅରକେଶ ସିଂ ଦେଓ  ଏବଂ ତାଙ୍କ ସହଧର୍ମିଣୀ ଅଦ୍ରୀଜା  ମଞ୍ଜରୀ  ସିଂ .
ସ୍ୱାସ୍ଥ୍ୟ / ବିଜ୍ଞାନ
ଗୋଟିଏ ଟେବଲରେ ଏକାଠି ରକ୍ତଦାନ କଲେ ରାଜ ଦମ୍ପତ୍ତି
- Hits: 1003






 
 




 
 