ହେଡଲାଇନସ୍:

ଚାଲିଗଲେ ଶୀଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ବରିଷ୍ଠ ତଥା ଟାଣୁଆ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର  ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ପରଲୋକ ହୋଇଯାଇଛି | ତାଙ୍କୁ ୮୧ ବର୍ଷ ହୋଇଥିଲା | ସେ ୧୯୯୮ରୁ ୨୦୧୩ ମଧ୍ୟରେ ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ |  ଆଜି ସକାଳେ ସେ ହଠାତ ଅସୁସ୍ଥ ହୋଇ ପଡିଲେ , ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ ବିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକାଵ୍ୟକ୍ତ କରିଛନ୍ତି |

0
0
0
s2sdefault