ହେଡଲାଇନସ୍:

ବଜ୍ରପାତରେ ଜଳିଗଲା ନଡିଆଗଛ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ଆଜି ଅପରାହ୍ନ ୪ଟାବେଳେ ଓଡଗାଁ ସିନେମାହଲ ଛକ ଠାରେ ବଜ୍ରଘାତରେ ଏକ ନଡିଆଗଛ ଜଳିଗଲା । କାଳବୈଶାଖି ଯୋଗୁଁ ସ୍ଥାନୀୟ ଅଂଚଳରେ ବର୍ଷା ପବନ ଓ କରକା ପାତ ହେଉଥିବା ବେଳେ ବାରମ୍ବାର ଘଡଘଡି ବିଜୁଳି ମାରୁଥିଲା । ଏହି ସମୟରେ ସିନେମା ହଲ ଛକରେ ଥିବା ରାମପ୍ରସାଦ ସାହୁଙ୍କ ନଡିଆଗଛଟି ଜଳିବାକୁ ଲାଗିଲା । ମେଘର ଗମ୍ଭୀର ଗର୍ଜନ ମନରେ ଭୟ ସୃଷ୍ଟି କରୁଥିଲେ ସୁଦ୍ଧା  ଲୋକମାନେ ଜଳୁଥିବା ନଡିଆଗଛକୁ ଦେଖିୁଥିଲେ । ହେଲେ ନଡିଆ ଗଛଟି ଏକ ଘରକୁ ଲାଗିରହିଥିଲେ ମଧ୍ୟ ଅନ୍ୟ କୈାଣସି କ୍ଷତି ହୋଇନଥିବା ଜଣାଯାଇଛି । 

0
0
0
s2sdefault