ହେଡଲାଇନସ୍:

ବୁନୁହେଲେ ରାଜ୍ୟ ସାଧାରଣ ସମ୍ପାଦକ: ଆଉ ମିଳିଲା ଭୁବନେଶ୍ୱର ଜିଲା ପର୍ଯ୍ୟଵେକ୍ଷକ ଦାୟିତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଶେଷରେ ଭୁବନେଶ୍ୱରର ପୂର୍ବ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସଂଗଠନରେ ଗୁରୁତ୍ୱପୂର୍ଣ ପଦବୀ ଦିଅ ଯାଇଛି | ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ତାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ଦଳର ସଭାପତି ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳର ସଂପାଦକ ବିଜୟ ନାୟକ ଜଣାଇଛନ୍ତି । 

0
0
0
s2sdefault