ହେଡଲାଇନସ୍:

ଶିକ୍ଷକଙ୍କ ଦ୍ଵାରା ଜଣେ ପରୀକ୍ଷାର୍ଥୀଙ୍କୁ ମାଡ଼ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା : ନୂଆପଡା/ପ୍ରିୟବ୍ରତ ପଣ୍ଡା ,କରଙ୍ଗାମାଲ ମାଟ୍ରିକ ପରୀକ୍ଷାରେ ଚର୍ଚ୍ଚିତ କେନ୍ଦ୍ର ହୋଇଥିଲା ପ୍ରଶ୍ନପତ୍ର ପ୍ରଘଟ କୁ ନେଇ | ହେଲେ ଆଜି ଅନ୍ତିମ ପରୀକ୍ଷା ବେଳେ ଉତ୍ତେଜନା ପ୍ରକାଶ ପାଇଛି ଜଣେ ଶିକ୍ଷକଙ୍କ ଦ୍ଵାରା ଜଣେ ପରୀକ୍ଷାର୍ଥୀଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ | କେନ୍ଦ୍ର ପରିଚାଳକ ଏବଂ ବିଇଓ  ଙ୍କ ମନ୍ତବ୍ୟ ମଧ୍ୟ ନିଆ ଯାଇ ଥିଲା | ତାଙ୍କ ମତରେ ପରୀକ୍ଷାର୍ଥୀମାନେ ପରୀକ୍ଷା ନିରୀକ୍ଷକଙ୍କୁ ଦୁର୍ବ୍ୟବହାର କରିଥିଲେ ଏଵଂ କେନ୍ଦ୍ରରେ ଭଙ୍ଗାରୁଜା କରିଥିବା କଥା ପ୍ରକାଶ କରିଛନ୍ତି। ଅଭିଯୋଗକର୍ତ୍ତାଙ୍କ ନାମ କ୍ଷୀରୋଦ ହରିଜନ କେରାପଦର ଗ୍ରାମର । ଶିକ୍ଷକଙ୍କ ନାଁ କୂଳଦୀପ ମେହେର ସେ କରଙ୍ଗାମାଲ ବିଦ୍ୟାଳୟ ରେ କାର୍ଯ୍ୟରତ | 

0
0
0
s2sdefault