ହେଡଲାଇନସ୍:

 ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଖାପଚରେ ଆରଆଇ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ  : ଆଜି ଭିଜିଲାନ୍ସ ଖାପଚ ରେ ପଡ଼ି଼ଛନ୍ତି ଜଣେ ଲାଞ୍ଚୁଆ ଆରଆଇ | ଜଣେ ଲୋକ ଠାରୁ ୮୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ ହାଣ୍ଡ ଧରିଛି | ଅଭିଯୁକ୍ତ ଆରଆଇଙ୍କ ନାମ  ସୁଧୀର ନାଏକ | ଡୁମାବାହଲ ଆର ଆଇ ଥିବା ସୁଧୀର ଜମି ବାଡ଼ି ଇନକ୍ୱାରୀ ବାବଦରେ ଉପେନ୍ଦ୍ର ନାଏକ ନାମକ ଜଣେ ବ୍ୟକ୍ତିଙ୍କ୮୦୦୦ ଟଙ୍କା ଲାଞ୍ଚ ମାଗିଥିଲେ | ଏ ସମ୍ପର୍କରେ ଉପେନ୍ଦ୍ର  ଭିଜିଲାନ୍ସକୁ ଜଣାଇ ଥିଲେ | ଯୋଜନା ମୁତାବକ ସେ ସୁଧିରଙ୍କୁ ଲାଞ୍ଚ  ଦେଲାବେଳେ ଭିଜିଲାନ୍ସ ରେଡ଼ କରି ତାଙ୍କୁ ଧରିଥିଲା | 

0
0
0
s2sdefault