ହେଡଲାଇନସ୍:

ସଡକ ଦୁର୍ଘଟଣା, ୨ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା(ଭାଗିରଥି ଭୋଇ) - ନୂଆପଡା ଜିଲ୍ଲା କୋମନା ବ୍ଲକ ଜଲମକଟାରେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ବୁଦ୍ଧିକୋମନା ଗ୍ରାମର ବିବେକାନନ୍ଦ ବାଗ ଓ ରିଟର୍ଣ୍ଣ  ହଂସ ବୋଲି ଜଣାପଡିଛି । ଗତକାଲି ବିଲମ୍ବିତ ରାତିରେ ଏହି ଘଟଣା ଘଟିଛି ।

0
0
0
s2sdefault