ହେଡଲାଇନସ୍:

କେତେ ନିଷ୍ଠୁର ଆଉ ଅମଣିଷ ଇଏ ????

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜନ୍ମକଲା ମାକୁ ନିର୍ମମ ଭାବେ  ହତ୍ୟା  କରିବାକୁ ହାତ ଥରିଲାନି?

 ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଲାଇକେରା ବ୍ଲକ ନକ୍ତିମାଲ ଗ୍ରାମ ପଞ୍ଚୟତ ନିକଟରେ ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି। ଲୁଙ୍କେଶ୍ୱର କୁସୁମ(୪୦) ନିଜ ଜନ୍ମ କଲା ମା ଅସମତି କୁସୁମ (୬୦) କୁ ଟାଙ୍ଗିଆ,ପଥର ଓ କ୍ରିକେଟ ବ୍ୟାଟ ରେ ମାରି ଫେରାର  ହୋଇଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଅସମତି କୁସୁମକୁ ପ୍ରଥମେ ପ୍ରାଥମିକ ଚିକିତ୍ସାଳୟ ତା ପରେ ଡାକ୍ତର ଜିଲ୍ଲା ମୁଖ୍ୟାଳୟ କୁ ପଠାଇଥିଲେ। ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଲଇକେରା ଥାନା ରେ ଆଇପିସି ଧାରା୩୦୨ ଧାରା ରେ କେଶ ନମ୍ବର ୨୬/୧୯ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିଛି।

0
0
0
s2sdefault