ହେଡଲାଇନସ୍:

କୋମନାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନା ସହର ରେ ଜାମ୍ମୁ କାଶ୍ମୀର ପୁଳଓ୍ଵାମା ରେ ସହୀଦ ହୋଇଥିବା ଯବାନମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ପୁରୁଣା ବ୍ଲକ କାର୍ଯ୍ୟଳୟରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବସ ଷ୍ଟାଣ୍ଡ ପାଖରେ ପହଞ୍ଚିଥିଲା । ସେଠାରେ ସହୀଦଙ୍କ ପାଇଁ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ଆତ୍ମାର ଅମରତ୍ଵ ପ୍ରାପ୍ତି ର କାମନା କରିଥିଲେ । ଉକ୍ତସଭାରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିସ ସିହ୍ନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମଳ କୁମାର ରାୟ, ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର,ଯୁବାମଞ୍ଚ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

0
0
0
s2sdefault