ହେଡଲାଇନସ୍:

ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା ବାଇକ : ୩ ଆହତ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଧାରାକୁଟ ପଂଚାୟତର କାଡିଙ୍ଗା ମଲିକ ଓ ଅନ୍ୟ ଦୁଇଜଣ ଏକ ମରଣ ଘରକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇ ଯାଇଥିଲା | ତିନିଜଣ ଯାକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କୋଟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ପରେ ଅବସ୍ଥା ଗୁରୁତର ଥିବାରୁ ସମାନକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ  କରାଯାଇଥିଲା | ହେଲେ କୋଟଗଡଠାରେ ଡାକ୍ତର  ଠିକଣା ଚିକିତ୍ସା ନକରି ସେମାନଙ୍କୁ ସିଧାସଳଖ ରେଫର କରିଦେଇଥିବା  ଅଭିଯୋଗ ହୋଇଥିବା ବେଳେ ଶାସକ ପ୍ରଶାସକର ପ୍ରତିନିଧି ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରିଥିଲେ ଡାକ୍ତରଙ୍କୁ | ହେଲେ  ଡାକ୍ତର ଜଣଙ୍କ ଅଃସୌଜନ୍ୟ ଭାବେ ମନ୍ତବ୍ୟ ପ୍ରଦାନ କରିଥିଲେ | 

 

0
0
0
s2sdefault