ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ସହରର ୧ନଂ ଓ୍ୱାର୍ଡ଼ କେନ୍ଦୁକଟା ଗ୍ରାମର କାଳିଆ ଷଣ୍ଡ (୨୩) ନାମକ ଜଣେ ଯୁବକ ଙ୍କୁ ନିକଟସ୍ଥ କେଲାକଟା ଗ୍ରାମର ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି l କାଳିଆ ଙ୍କ ବେକରେ ଆଘାତ ଲାଗିଛି l ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ହେଲେ ଏନେଇ ରେଢ଼ାଖୋଲ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରି ପ୍ରଶାନ୍ତ ସାମଲ କହିଛନ୍ତି l
ଅଘଟଣ
ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ
- Hits: 859
