ହେଡଲାଇନସ୍:

ବିପୁଳ ପରିମାଣ ରେ ଗଞ୍ଜେଇ ଜବତ, ଦୁଇ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ବୁଧବାର ଭଦ୍ରକ ସହରାଞ୍ଚଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇ ଜଣ ଯୁବକ ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲେ, ଯାଞ୍ଚ ପରେ ସେମାନଙ୍କ ବ୍ୟାଗ ରୁ ୧ ୧ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ , ଦୁହିଁଙ୍କ ପରିଚୟ ଯାଞ୍ଚ ପରେ ଦୁହେଁ ହାୱାଡା ଅଂଚଳ ର ବିଜୟ ମଣ୍ଡଳ ଓ ପ୍ରଦିପ ରାୟ ବୋଲି ଜଣାପଡିଛି, ଭଦ୍ରକ ସହରାଞ୍ଚଳ ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି,

0
0
0
s2sdefault