ହେଡଲାଇନସ୍:

ଅବକାରୀ ବିଭାଗ ଦ୍ଵାରା 37ଲିଟର ଦେଶୀ ମଦ ସହ ବାଇକ ଜବତ,2ଗିରଫ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ଅବକାରୀ ବିଭାଗ l ଆଜି ରଣପୁର ବ୍ଲକର କାକଲମା ଓ ଭେରୁପଡା ରେ ଚଢ଼ାଉ କରି 37ଲିଟର ଦେଶୀ ମଦ ଓ OD25C0499 ନଂର ଏକ ବାଇକ ଜବତ କରିଵା ସହ 2ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ କାକଲମା ଗ୍ରାମର 38ବର୍ଷୀୟା ନଳିନୀ ପରିଡା ଏବଂ ଭେରୁପଡା ଗ୍ରାମର ବିଭୁତି ଭୂଷଣ ଦଳେଇ

0
0
0
s2sdefault