ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନାବାଳକର ମୃତ୍ୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ : ପାଇକମାଲ ବ୍ଲକ କୋକନରା ଗ୍ରାମରେ ଘଟିଯାଇଛି ଏକମର୍ମନ୍ତୁଦ ସଡକ ଦୁର୍ଘଟଣା । ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଥିବା ଗ୍ରାମର ରୋହିତ ଧରୁଆ ଙ୍କର ଚାରିବର୍ଷର ପୁଅ କୁ ଗୋଟେ ଦ୍ରୁତଗାମୀ ପିକଅପ ଟ୍ରକ ଚାପି ଦେବାରୁ ନାବାଳକ ଗୁରୁତର ହୋଇ ପଡ଼ିଥିଲା । ନାବାଳକ କୁ ତୁରନ୍ତ ଏକ ବାଇକ ଯୋଗେ ପାଇକମାଲ ଡାକ୍ତରଖାନାକୁ ଅଣାଯାଇଥିଲା ହେଲା ନାବାଳକ ର ମୃତ୍ୟୁ ହୋଇ ସାରିଥିଲା । ଦୁର୍ଘଟଣା ଘଟାଇଥିବା ପିକଅପ ଟ୍ରକ ନମ୍ବର OR17R 5154 ଗାଡିଟି ଦୁର୍ଘଟଣା ଘଟାଇବା ପରେ ଗାଡିର ଡ୍ରାଇଭର ଗାଡି ସହିତ ପାଇକମାଲ ଥାନାକୁ ଆଶି ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି

0
0
0
s2sdefault