କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ -ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟାଗୁଡା ରେଳଲାଇନ ଟାରେ ଏକ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ସେ ହେଲେ ଟିକିରି ଅଞ୍ଚଳର ଜାମୋଗୁଡା ଗ୍ରାମର ଶିତା ମାଝୀ, ନାମକ ଯୁବକ ବୋଲି ଯାଣିବାକୁ ମିଳିଛି । ସେହି ରାସ୍ତା ଦେଇଯାଉଥିବା କିଛି ଯୁବକ ଯାଉଥିବା ଵେଳେ ଦେଖିକି ଟିକିରି ପୋଲିସ କୁ ଜଣାଇଥିଲେ ଏହାପରେ ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚିଥିଲେ ଓ ରାୟଗଡା ରେଳବାଇ ଆରଫିଏଫ୍ ପୋଲିସ କୁ ଟିକିରି ପୋଲିସ ଜଣାଇଛନ୍ତି ଵୋଲି ଟିକିରି ପୋଲିସ ପକ୍ଷରୁ ସୂଚନା ମିଳିଛି |
ଅଘଟଣ
ତୋଟାଗୁଡା ରେଳଲାଇନ ରାସ୍ତାରେ ଯୁବକ ର ମୃତ ଦେହ
- Hits: 749