ହେଡଲାଇନସ୍:

ଵୋଲେରୋ ,ଵାଇକ, ସ୍କୁଟି ଦୁର୍ଘଟଣା ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ସ୍ଥିତ ଯାମଗୁଡା ନିକଟର ସକାଳୁ ୯ ସମୟ ଵୋଲେରୋ ,ବାଇକ ଓ ସ୍କୁଟି ଦୁଘଟଣା ହେଇଛି । ଏଥିରେ ଦୁଇ ଜଣକୁ ଆଘାତ ଲାଗିଛି । ଵୋଲେରୋଟି ତୋଟାଗୁଡା ଆଡୁ ଫେରୁଥିବା ବେଳେ ଏହା ପଛପଟେ ସ୍କୁଟିଟି ଆସୁଥିଲା | ଵୋଲେରୋ ଗାଡିଟି ଓଭରଟେକ କରି ଯାଉଥିବା ସମୟର ବିପରିତ ଦିଗରୁ ଆସୁଥିବା ବାଇକ କୈାଣସି କାରଣରୁ ପ୍ରଥମେ ଧକ୍କା ହୋଇଥିଲା | ଯାହା ଫଳରେ ପଛ ପଟୁ ଆସୁଥିବା ସ୍କୁଟି ଵୋଲେରୋ ସହ ଧକା ହୋଇଥିଲା ଯାହା ଫଳରେ ଦୁଇ ଜଣକୁ ଆଘାତ ଲାଗିଥିଲା | ଏହା ପରେ ସେହି ପାଖରେ ଥିବା କିଛି ଲୋକ ଦେଖି ତୁରନ୍ତ ଆସି ସେହି ମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ କୁ ଫୋନ କରିଥିଲେ | ଏହା ପରେ ସେହି ଦୁଇ ଜଣକୁ ଟିକିରି ମେଡିକାଲକୁ ଅଣା ଯାଇଥିଲା | ଏହା ପରେ ତାଙ୍କୁ ରାୟଗଡା ଜିଲ୍ଲା ମେଡିକାଲ କୁ ପଠାଯାଇଥିବା ଜଣାପଡିଛି ।

0
0
0
s2sdefault