ଲୁହାଖଣ୍ଡି ବ୍ରିଜ ପାଖରେ ମଟର କାର ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବଞ୍ଚିଲେ ଯାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଙ୍ଗାଲି/ସନ୍ଦୀପ ଶର୍ମା:ଆଜି ଅପରାହ୍ନ ୪:୩୦ଟା ସମୟରେ ପରମାଣପୂର ପଟୁ ବାମରା ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ନାଲିରଙ୍ଗ ର ଏକ ମାରୁତି ସୁଇଫ୍ଟ କାର ଓଡି-୧୫-ଟି-୩୨୮୮ କାର ଲୁହାଖଣ୍ଡି ବ୍ରିଜ ପାଖରେ ହଟାତ ଭାରସମୟ ହରାଇ ବ୍ରିଜ ତଳକୁ ଖସିଯାଇଥିଲା l ଗାଡିଟି ବ୍ରିଜ ତଳକୁ ଖସିଯାଇ ରାସ୍ତା ପାର୍ଶ୍ୱ ରେ ଥିବା ପିଲର ଓ ଗଛ ରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି l କାର ରେ ୩ଜଣ ଯାତ୍ରୀ ବସିଥିବାବେଳେ ୨ଜଣଙ୍କ ଦେହରେ ଅଳ୍ପ ଖଣ୍ଡିଆ ଖାବରା ହୋଇଥିଲା ଏବଂ ଅନ୍ୟ ଜଣଙ୍କ କାର ଚାଳକ ସୁରକ୍ଷା ଆୟାର ବ୍ୟାଗ ପ୍ରୟୋଗ ରେ ସୁରକ୍ଷିତ ଥିବା ସୂଚନା ରହିଛି

0
0
0
s2sdefault