ହେଡଲାଇନସ୍:

ରାସ୍ତା କଡରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା/ରବି ନାରାୟଣ ସାହୁ- ପବିତ୍ର ଶାରଦୀୟ ଦୁର୍ଗାପୂଜା ରେ ଏକ ଅଘଟଣ ଦେଖିବାକୁ ମିଳିଛି | ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବାଲି ବେରେଣି ଗ୍ରାମ ରାସ୍ତା କଡ କିଛି ଦୂରରେ ବିଲ ଭିତରେ ଯୁବକଙ୍କ ମୃତ ଦେହ ଦେଖି ବାକୁ ମିଳିଥିଲା।ଗ୍ରାମ ବାସୀ ମାନେ ପୋଲିସ କୁ ଖବର ଦେଇଥିଲେ । ଖୋର୍ଦ୍ଧା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ନେତୃତ୍ୱରେ ଏକ ଟିମ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ଘଟଣା ରୁ ପ୍ରକାଶ ଯେ ଗ୍ରାମବାସୀ କହିବା କଥା ଏହି ଯୁବକଙ୍କୁ କେହି ମାରି ଏଠାରେ ବୋଧହୁଏ ଫୋପାଡ଼ି ଦେଇ ଚାଲି । ମୃତ ଯୁବକଙ୍କ ହାତରେ ଲେଖା ଅଛି ସୋନୁ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍ଡିପିଓ ଓ ସାଇଣ୍ଟଫିକ ଟିମ ପହଞ୍ଚି ମୂର୍ତ୍ତ ଦେହ କୁ ବେବଛେଦ କରିବା ପାଇଁ ମେଡିକାଲ କୁ ପଠାଇ ଅନୁ ସନ୍ଧାନ ପୋଲିସ ଜାରୀ ରଖିଛି।

0
0
0
s2sdefault